January 7, 2026

ଫାଙ୍କା ଗୁଳି ଚାଲାଣକୁ ନେଇ ପୁଲିସର ତନାଘନା

1 min read

ସାରନଗରୀ: ସୁନ୍ଦରଗଡ଼ ଜିଲ୍ଲା ଜଲଦା ଫାଣ୍ଡି ଅନ୍ତର୍ଗତ ଏବିଶି କଲୋନି ପାହାଡ଼ ଉପର ଚର୍ଚ୍ଚ ନିକଟରେ ଏକ ଫାଙ୍କା ଗୁଳି ଚାଲାଣ ହୋଇଥିବା ନେଇ ଜଲଦା ଫାଣ୍ଡି ପୁଲିସକୁ ଏକ ଫୋନରୁ କଲ ଆସିଥିଲା ଏ ନେଇ ପୁଲିସ ଏବିଶି କଲୋନୀରେ ପହଁଚି ତନା ଘନା ଆରମ୍ଭ କରିଥିବା ବେଳେ ଏ ଯାଏ କେତେ ରାଉଣ୍ଡ ଗୁଳି ଓ କିଏ ଚଳାଇଛି ଏଯାଏଁ ପୁଲିସ ସ୍ପଷ୍ଟ କରି ନଥିବା ବେଳେ ଏହି ଘଟଣା ସତ କି ଗୁଜବ ତାହା ଜଣାପଡିନାହିଁ।