September 12, 2024

ଭିଜିଲାନ୍ସ ଜାଲରେ OSRTC ସିଏଓ

1 min read

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSRTC ଚିଫ୍ ଆକାଉଣ୍ଟସ ଅଫିସର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକାସାଙ୍ଗରେ ୭ଟି ସ୍ଥାନରେ ହେଉଛି ଚଢାଉ । ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣିର ଦୁଇଟି ଘର ଓ ବାରିପଦା ଷ୍ଟେସନ ରୋଡରେ ଯାଞ୍ଚ ଚାଲିଛି ।

Leave a Reply

Your email address will not be published. Required fields are marked *