December 11, 2025

କୌଣସି ଟେଲିଭିଜନ(ଟିଭି) ଚ୍ୟାନେଲରେ ଯୁଦ୍ଧ ସତର୍କତା ସାଇରନ ବାଜିବ ନାହିଁ।

1 min read

ନୂଆଦିଲ୍ଲୀ: କୌଣସି ଟେଲିଭିଜନ(ଟିଭି) ଚ୍ୟାନେଲରେ ଯୁଦ୍ଧ ସତର୍କତା ସାଇରନ ବାଜିବ ନାହିଁ। ସିଭିଲ ଡିଫେନ୍ସ ଏୟାର ରେଡ୍‌‌ ସାଇରନ ବାଜିବା ମନା କରାଯାଇଛି। ସଚେତନ କରିବା ଡ୍ରାଇଭ ବ୍ୟତୀତ ଅନ୍ୟ ପାଇଁ ଏହା ବ୍ୟବହାର କରିବାକୁ ମନା କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦେଶନାମା ଜାରି ହୋଇଛି।

ଟିଭି ଚ୍ୟାନେଲରେ ଯୁଦ୍ଧ ସତର୍କତା ସାଇରନ ବଜାଇବା ମନା, ଗୃହ ମନ୍ତ୍ରାଳୟର ନିର୍ଦେଶନାମା ଜାରି