ଘରେ ପଶି ନାବାଳିକାକୁ ଗଣବଳାତ୍କାର
1 min read
ପୁରୀ: ପୁରୀରୁ ଆସିଲା ବଡ଼ ଖବର। ଘରେ ପଶି ନାବାଳିକାକୁ ଗଣବଳାତ୍କାର! ଏନେଇ ଚନ୍ଦନପୁର ଥାନା ଅଞ୍ଚଳରେ ଅଭିଯୋଗ ହୋଇଛି। କାଳୀପୂଜା ଭସାଣି ଦିନ ଏପରି ବର୍ବର କାଣ୍ଡ ଘଟିଥିବା ସୂଚନା ମିଳିଛି।
ସୂଚନାନୁସାରେ ନିଜ ସଂପର୍କୀୟ ଭାଇ ଓ ଦାଦା ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ୨ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।


