May 23, 2026

ଭାରତ ପାଇଁ ଗୌରବ ଆଣିଲେ ମେଜର ଅଭିଳାଷା

1 min read

ନୂଆଦିଲ୍ଲୀ: ଲେବାନନରେ ମିଳିତ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟ କରୁଥିବା ଭାରତୀୟ ଶାନ୍ତିରକ୍ଷୀ ମେଜର ଅଭିଳାଷା ବାରାକଙ୍କୁ ୨୦୨୫ ମସିହାର ଜାତିସଂଘ ଲିଙ୍ଗ ପ୍ରବକ୍ତା ପୁରସ୍କାର(ୟୁଏନ୍ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର ଆୱାର୍ଡ-୨୦୨୫) ପାଇଁ ମନୋନୀତ କରାଯାଇଛି।