March 12, 2026

ପୁଣି କଳିଙ୍ଗା ଘାଟିରେ ପ୍ରବଳ ବର୍ଷା

1 min read

ଜି.ଉଦୟଗିରି: ପୁଣି କଳିଙ୍ଗା ଘାଟିରେ ପ୍ରବଳ ବର୍ଷା। ଫଳରେ ଧୋଇଯାଇଛି ଆଜିର କଂକ୍ରିଟ କାର୍ଯ୍ୟ। ଭୂସ୍ଖଳନ ଆଶଙ୍କା କରି କାମ କରୁଥିବା ଶ୍ରମିକ ସ୍ଥାନ ଛାଡ଼ି ଚାଲିଯାଇଛନ୍ତି। ବର୍ଷା ଲାଗି ରହୁଥିବାରୁ କଳିଙ୍ଗା ଘାଟି ରାସ୍ତା ମରାମତିରେ ପୁଣି ବିଳମ୍ବ ଆଶଙ୍କା ପ୍ରକାଶ ପାଇଛି।