ନିୟମିତ ବଢୁଛି ସୁନା ଦର
1 min read
ଭୁବନେଶ୍ୱର : ନିୟମିତ ବଢୁଛି ସୁନା ଦର । ସେପ୍ଟେମ୍ବର ୩ ଅର୍ଥାତ୍ ବୁଧବାର ପୁଣି ବଢିଛି ସୁନା ଦର ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୬,୯୭୦ ଟଙ୍କା ରହିଛି । ଗତକାଲି ୧,୦୬,୦୯୦ ଟଙ୍କା ଥିଲା । ଏଥିରେ ୮୮୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୦୫୦ ଟଙ୍କା ରହିଛି । ଗତକାଲି ୯୭,୨୫୦ ଟଙ୍କା ଥିଲା । ଏଥିରେ ୮୦୦ ଟଙ୍କା ବୃଦ୍ଧି ହୋଇଛି ।୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୦,୨୩୦ ଟଙ୍କା ରହିଛି । ଗତକାଲି ୭୯,୫୭୦ ଟଙ୍କା ଥିଲା । ଏଥିରେ ୬୬୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୩,୭୦୦ ଟଙ୍କା ରହିଛି । ଗତକାଲି ୧୩,୬୧୦ ଟଙ୍କା ଥିଲା । ଏଥିରେ ୯୦ ଟଙ୍କା ବୃଦ୍ଧି ହୋଇଛି ।