January 25, 2026

ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ

1 min read

ପୁରୀ: ପୁରୀ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ବଦଳି କରାଯାଇଛି। ପୂର୍ବରୁ ଉନ୍ନୟନ ପ୍ରଶାସକ ଥିବା ଅଜୟ ଜେନାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂତନ ଭାବେ ଦେବବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଦୀପ୍ତିରଞ୍ଜନ ସେଠୀଙ୍କୁ ଶ୍ରୀମନ୍ଦିର ରାଜସ୍ଵ ଉପପ୍ରଶାସକ ଭାବେ ନିଯୁକ୍ତି ମିଳିଛି।

Leave a Reply

Your email address will not be published. Required fields are marked *