September 18, 2026

ଏମ୍‌ସ ହସ୍ପିଟାଲରେ ସିବିଆଇ ଚଢାଉ ହୋଇଛି

1 min read

ଭୁବନେଶ୍ଵର: ଭୁବନେଶ୍ଵର ଏମ୍‌ସ ହସ୍ପିଟାଲରେ ସିବିଆଇ ଚଢାଉ ହୋଇଛି। ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ବୁଧବାର ଏହି ଚଢାଉ କରାଯାଇଥିବା ଜଣାପଡ଼ିଛି। ଜାଲ୍ କାଗଜପତ୍ରରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ମିଳିଥିବା ଅଭିଯୋଗ ପରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହାପରେ ନିଯୁକ୍ତିରେ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଥିଲା। ପଦକ୍ଷେପସୂରୁପ ଆଜି ଭୁବନେଶ୍ଵର ସିବିଆଇର ୯ ଜଣିଆ ଟିମ୍‌ ଏମ୍ସରେ ଚଢାଉ ଜାରି ରଖିଛନ୍ତି।