February 24, 2024

ପରିବାରର ୩ ଜଣଙ୍କୁ ନୃଶଂସ ହତ୍ୟା କରିଥିଲେ; ବାପାକୁ ମିଳିଲା ଫାଶୀ ଦଣ୍ଡ, ପୁଅକୁ ଆଜୀବନ

1 min read
Lorem ipsum dolor sit amet,sed diam nonumy eirmod tempor invidunt ut labore et dolore magna aliquyam erat, At vero eos et accusam et justo duo dolores et ea rebum. Lorem ipsum dolor sit amet, no sea takimata sanctus est Lorem ipsum dolor sit amet. Stet clita kasd gubergren, no sea takimata sanctus est Lorem ipsum dolor sit amet. no sea takimata sanctus est Lorem ipsum dolor sit amet. no sea takimata sanctus est Lorem ipsum dolor sit amet. sed diam voluptua.

ସମ୍ବଲପୁର/ବାମରା/କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଞ୍ଚାୟତର ଲପଡ଼ା ଗାଁରେ ପ୍ରାୟ ୩ ବର୍ଷ ପୂର୍ବରୁ ଗୋଟିଏ ପରିବାରର ୩ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। କୁଚିଣ୍ଡା ଏଡିଜେ ରାଜକିଶୋର ଲେଙ୍କା ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ତଥା ନବୀନ ଦେହୁରୀକୁ ଫାଶୀ ଓ ପୁଅ ହେମାନନ୍ଦ ଓରଫ ମଣ୍ଟୁକୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି। ଳଗଡ଼ା ଗାଁର ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଉଭୟ ବାପା ଓ ପୁଅଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓକିଲ ରବୀନ୍ଦ୍ର ନାୟକ ମାମଲାର ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *