March 16, 2026

ବିଜେଡି ବିଧାୟକ ସୁବାସିନୀ ଜେନାଙ୍କ କ୍ରସ୍ ଭୋଟିଂ

1 min read

ଭୁବନେଶ୍ବର: ବସ୍ତାର ବିଜେଡି ବିଧାୟକ ସୁବାସିନୀ ଜେନା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଛନ୍ତି। ସେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଦେଇଛନ୍ତି ଭୋଟ୍।