March 2, 2026

ଭଦ୍ରକ ଟାଉନ୍ ଥାନା ପୁଲିସ ୧ କିଲୋ ସୁନା, ୪ କି‌ଲୋ ରୂପା ଅଳଂକାର ଓ ୭ଟି ମୋବାଇଲ ଫୋନ୍ ଜବତ

1 min read

ଭଦ୍ରକ: ଭଦ୍ରକ ଟାଉନ୍ ଥାନା ପୁଲିସ ୧ କିଲୋ ସୁନା, ୪ କି‌ଲୋ ରୂପା ଅଳଂକାର ଓ ୭ଟି ମୋବାଇଲ ଫୋନ୍ ଜବତ କରିଛି। ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ଭଦ୍ରକ ଏସପି ମନୋଜ ରାଉତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।