ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଏଥିରେ...
DINALIPI ODIA PORTAL
ଭୁବନେଶ୍ୱର: ଅଗଷ୍ଟ୯ ତାରିଖରେ ପଡ଼ୁଛି ଏଥର ରାଖିପୂର୍ଣ୍ଣିମା। ଏହି ଦିନସୁଭଦ୍ରାକିସ୍ତି ପ୍ରଦାନ କରାଯିବ। ୨ ଲକ୍ଷମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି।ପ୍ରଥମକିସ୍ତିନେଲାପରେଆୟକରରିଟର୍ନ ଦେଇଛନ୍ତି, କିଏଗାଡ଼ିକିଣିଛନ୍ତି,ଏବଂ୫ କାହାରଏକରଜମିଥିବାକାରଣରୁସେମାନଙ୍କୁବାଦଦିଆଯାଇଛି | ଅଗଷ୍ଟ୯...
ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ମାରିଜୁଆନା (ଇଡ୍ରୋଫନିକ ଉଇଡ) ଜବତ କରାଯାଇଛି। ବ୍ୟାଙ୍କକ୍ରୁ ବିମାନବନ୍ଦର ଦେଇ ଚାଲାଣ ହେଉଥିବାବେଳେ କଷ୍ଟମ (ସୀମାଶୁଳ୍କ) ବିଭାଗ ଓ ରାଜସ୍ବ...
ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।...
ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ବୁଧବାର ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ...
ମସ୍କୋ: ରୁଷିଆର ସୁନାମି ପ୍ରଭାବିତ ଅଞ୍ଚଳରେ ବୁଧବାର ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। କୁରିଲ୍ ଆଇଲାଣ୍ଡରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର...
ମୁମ୍ବାଇ: ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଟିଜର ରିଲିଜ୍ ହୋଇସାରିଛି। ଏହାପରଠାରୁ ଫିଲ୍ମର ବଜେଟକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଏହା ଭାରତର ସବୁଠୁ ମହଙ୍ଗା ଫିଲ୍ମ ହୋଇପାରେ...
ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ । ବିଳମ୍ପିତ ରାତିରେ ଲାଗିଛି ଭୂକମ୍ପର ଝଟକା । ରାତି ୧୨ଟା ୧୨ ମିନିଟରେ ଭୂମିକମ୍ପରେ ଥରିଛି ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ...
ନୂଆଦିଲ୍ଲୀ: ଅପରେସନ ‘ସିନ୍ଦୂର’କୁ ନେଇ ସଂସଦରେ ମଙ୍ଗଳବାର କ୍ରମାଗତ ୨ୟ ଦିନ ପାଇଁ ଆରମ୍ଭ ହୋଇଛି ବିତର୍କ। ଏହି ବିତର୍କରେ ଉଭୟ ଶାସକ ଏବଂ ବିରୋଧୀ ଦଳର...
ନୂଆଦିଲ୍ଲୀ: ଶେୟାର ବଜାରରେ ହ୍ରାସ ମଧ୍ୟରେ, ଆଜି ଲଗାତାର ପଞ୍ଚମ ଦିନ ପାଇଁ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ...


