July 23, 2026

ବରୀ ନାବାଳିକା ଦୁଷ୍କର୍ମ ଘଟଣା

1 min read

ଯାଜପୁର: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜନୈକା ୭ ବର୍ଷର ନାବାଳିକାକୁ ଜଣେ ଘର ପାଖ ବୟସ୍କ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ କାଳିଆ ପରିଡ଼ା ନାବାଳିକାକୁ ନିଜ ଘରେ ଥିବା ଠେକୁଆ ଦେଖାଇବାକୁ କହି ଘରକୁ ନେଇ ଦୁଷ୍କର୍ମ କରିଥିଲା। ତେବେ ନାବାଳିକା ଗୁରୁତର ଅବସ୍ଥାରେ କଟକରେ ଚିକତ୍ସା ହୋଉଥିବା ବେଳେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।