ମିଆମିରେ ବୋଟ୍ ବିସ୍ଫୋରଣ
1 min read
ମିଆମି: ଆମେରିକାର ଫ୍ଲୋରିଡାର ମିଆମି ବିଚ୍ ନିକଟରେ ଏକ ଦୁଃଖଦ ଏବଂ ଭୟଙ୍କର ଦୁର୍ଘଟଣା ଘଟିଛି। ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ହାଉଲୋଭର ସ୍ୟାଣ୍ଡବାରରେ ଏକ ବୋଟ୍ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁଁ ସେଠାରେ ଥିବା ଲୋକଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ଖେଳିଯାଇଛି


