ଦିବ୍ୟ ଆଦର୍ଶ ସାହୁ +2ବିଜ୍ଞାନ ବିଭାଗ ରେ 92% ମାର୍କ ରଖି କୃତିତ୍ୱ ଅର୍ଜନ
1 min read
ଡେରାବିଶ: ଆମ ଡେରାବିଶ ବ୍ଲକ ଚାନ୍ଦୋଳ ପଂଚାୟତ, ପଥର ପଡା ଗ୍ରାମର ଜଗନ୍ନାଥ ସାହୁ (ଜଗା )ଚାନ୍ଦୋଳ ବଜାରର ପ୍ରତିଷ୍ଠିତ ଜଗନ୍ନାଥ ବସ୍ତ୍ରାଳୟଙ୍କ ପୁଅ ଦିବ୍ୟ ଆଦର୍ଶ ସାହୁ, ସୋମ,+2ବିଜ୍ଞାନ ବିଭାଗ ରେ 92%ମାର୍କ ରଖି ଆମ ଅଂଚଳର ନାମ ଉଜ୍ୱଳ କରିଛନ୍ତି ସେ ସଫଳତାର ଶ୍ରେୟ ମା ରୋଜିସ୍ମିତା ସାହୁ ଓ ପରିବାର କୁ ଶିକ୍ଷକ ଙ୍କୁ ଦେଇଛନ୍ତି
ଖବର ପ୍ରସାରିତ ହେବା ପରେ ଜୟ ଜଗନ୍ନାଥ ସୋସିଆଲ ଗ୍ରୁପର ସଦସ୍ୟ ମାନେ ଭେଟି ତାଙ୍କୁ କୃତଜ୍ଞତା ଜଣାଇ ଛନ୍ତି ପିଲାର ଭବିଷ୍ୟତ କାମନା କରିଛନ୍ତି


