August 27, 2026

ଦୁଇ ଭାରତୀୟ ପର୍ବତାରୋହୀଙ୍କ ପାହାଡ଼ରୁ ତଳକୁ ଓହ୍ଲାଉଥିବା ସମୟରେ ମୃତ୍ୟୁ

1 min read

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ବିଜୟୀ ଦୁଇ ଭାରତୀୟ ପର୍ବତାରୋହୀଙ୍କ ପାହାଡ଼ରୁ ତଳକୁ ଓହ୍ଲାଉଥିବା ସମୟରେ ମୃତ୍ୟୁ ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ ଶୁକ୍ରବାର ମେ ୨୨ ତାରିଖରେ ଏହି ସୂଚନା ପ୍ରଦାନ କରିଛନ୍ତି। ମୃତ ପର୍ବତାରୋହୀଙ୍କ ନାମ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଥିବା ଜଣାପଡ଼ିଛି