ଇବୋଲା ପ୍ରଭାବିତ ଅଞ୍ଚଳର ଜଣେ ଯାତ୍ରୀ ଯାତ୍ରା କରିବା ପରେ ଆମେରିକା ଏହାର ଦେଶରେ ବିମାନଟିକୁ ଅବତରଣ କରିବାକୁ ଅନୁମତି ଦେଇନଥିଲା।
1 min read
ୱାସିଂଟନ: ପ୍ୟାରିସରୁ ଡେଟ୍ରଏଟ୍ ଯାଉଥିବା ଏୟାର ଫ୍ରାନ୍ସ ବିମାନରେ ଇବୋଲା ପ୍ରଭାବିତ ଅଞ୍ଚଳର ଜଣେ ଯାତ୍ରୀ ଯାତ୍ରା କରିବା ପରେ ଆମେରିକା ଏହାର ଦେଶରେ ବିମାନଟିକୁ ଅବତରଣ କରିବାକୁ ଅନୁମତି ଦେଇନଥିଲା। ଫଳରେ ଏୟାର ଫ୍ରାନ୍ସର ଏହି ବିମାନଟିକୁ କାନାଡା ଅଭିମୁଖେ ଡାଇଭର୍ଟ କରାଯାଇଥିଲା।


