ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ
1 min read
ପୋଲସରା:ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମାଳ ତେନ୍ତୁଳିଆ ଗ୍ରାମର ରାଜଦୀପ ସାହୁ ନାମକ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l
ଗତ ଗୁରୁବାର ଠାରୁ ରାଜଦୀପ ନିଖୋଜ ଥିବା ବେଳେ ଗତକାଲି ତାଙ୍କ କ୍ଷତାକ୍ତ ମୃତଦେହ ସୋରଡ଼ା ଥାନା ଦାରିଙ୍ଗିବାଡି ଘାଟିରୁ ଉଦ୍ଧାର କରିଛି ପୁଲିସ l


