April 9, 2026

ଭୁବନେଶ୍ବରରେ କାଳବୈଶାଖୀ ବର୍ଷା

1 min read

ଭୁବନେଶ୍ବରରେ କାଳବୈଶାଖୀ ବର୍ଷା
ଘଡ଼ଘଡ଼ି ସହିତ ବର୍ଷା ଜାରି
ବର୍ଷା ଯୋଗୁଁ ଥଣ୍ଡାପଡ଼ିଲା ରାଜଧାନୀ
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ନେଇ ସୂଚନା
ସତର୍କ ରହିବାକୁ ଏସ୍‌ଆରସି ପକ୍ଷରୁ ସୂଚନା