June 27, 2026

୩୦ ଲକ୍ଷ ଟଙ୍କାର ଗଂଜେଇ ଜବତ

1 min read

ବ୍ରହ୍ମପୁର: ୩୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ। ବ୍ରହ୍ମପୁର ପାଖରୁ ଜବତ କଲା ଅବକାରୀ ଗୁଇନ୍ଦା ଟିମ। ଗଞ୍ଜେଇ କାରବାରରେ ସମ୍ପୃକ୍ତ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚାଲିଛି। କନ୍ଧମାଳ ଓ ଗଜପତି ଅଞ୍ଚଳରୁ ରାଜ୍ୟ ବାହାରକୁ ଏହି ଗଞ୍ଜେଇ ଚାଲାଣ ହୋଇଥାନ୍ତା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ତାମିଲନାଡୁକୁ ଏହି ଗଞ୍ଜେଇ ଯାଇଥାନ୍ତା। ସେଠାରୁ ଏକ କଣ୍ଟେନର ମାଲ ନେଇ ଭୁବନେଶ୍ୱର ଆସିଥିଲା ବେଳେ ଆଜି ତାମିଲନାଡୁ ଫେରିବାର ଥିଲା। ହେଲେ ଗଞ୍ଜେଇ ମାଫିଆ ସେହି କଣ୍ଟେନରରେ ୧ କୁଇଣ୍ଟାଲ ଗଞ୍ଜେଇ ଓଡିଶାରୁ ତାମିଲନାଡୁ ନେବାକୁ ଡିଲ କରିଥିଲେ। ଖବର ପାଇ ଅବକାରୀ ଗୁଇନ୍ଦା ଟିମ ଆଜି ଭୋରୁ ଗଞ୍ଜେଇ କାରବାରର ଭାଣ୍ଡା ଫୋଡ଼ କରିଛି। ଗୋଟେ କଣ୍ଟେନର ସହ ୨ଟି କାର