October 29, 2025

ଆତ୍ମସମର୍ପଣ କଲେ ୭୨ ମାଓବାଦୀ

1 min read

CREATOR: gd-jpeg v1.0 (using IJG JPEG v80), quality = 82

ରାୟପୁର: ପୁଣି ଆତ୍ମସମର୍ପଣ କଲେ ମାଓବାଦୀ । ଜଙ୍ଗଲକୁ ଛି କରି ଅସ୍ତ୍ର ଛାଡିଛନ୍ତି ମାଓବାଦୀ । ଆଉ ଅନ୍ଧାରୀ ଜଙ୍ଗଲରୁ ବାହାରି ସହର ମୁହାଁ ହେବା ସହ ଆତ୍ମସମର୍ପଣ କରିଛନ୍ତି ୭୨ ନକ୍ସଲ । ଛତିଶଗଡରେ ଦିନକରେ ୭୨ ମାଓବାଦୀ ଅସ୍ତ୍ର ତ୍ୟାଗ କରିଛନ୍ତି ଆଉ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି