ରୁଷିଆ: ରୁଷିଆର କାମଚଟକା ଉପଦ୍ୱୀପ ନିକଟରେ ବୁଧବାର ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ହୋଇଥିବା ଜଣାପଡ଼ିଛି। ଏପରି ଶକ୍ତିଶାଳୀ...
Month: July 2025
ଆଠଗଡ : ଖୋଲିବ ବଡମ୍ବାର ବନ୍ଦ ଚିନିକଳ । ବଡମ୍ବାର ବନ୍ଦ ଚିନିକଳ ପରିଦର୍ଶନ କଲେ କେନ୍ଦ୍ରୀୟ ପ୍ରତିନିଧି ମଣ୍ଡଳ । ନ୍ୟାସନାଲ୍ ଫେଡେରେସନ ଅଫ୍ କୋଅପରେଟିଭ...
ଭଦ୍ରକ: ଏକ ସଡ଼କ ଦୁର୍ଘଟଣାରେ ଭଦ୍ରକ ସହରର ବନ୍ତ ଛକ ନିବାସୀ ଇଞ୍ଜିନିୟର ଦେବଦତ୍ତ ଷଡ଼ଙ୍ଗୀଙ୍କର ମୃତ୍ୟୁ ଘଟିଛି । ଦେବଦତ୍ତ ଗତକାଲି ବିଳମ୍ବିତ ରାତିରେ ଚରମ୍ପା...
ମୋହନା: ଆର୍. ଉଦୟଗିରିର ଗ୍ରାମୀଣ ଜଳ ଯୋଗଣ ଏବଂ ପରିମଳ (ଆରଡବ୍ଲୁଏସଏସ) ବିଭାଗୀୟ ଯନ୍ତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପାଣି ବଦଳରେ ପିଅନ ତାଙ୍କୁ ପରିସ୍ରା ପିଆଇ...
ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଲାଗିରହିଛି। ଗୁରୁବାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ...
ଭୁବନେଶ୍ୱର: OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଏଥିରେ...
ଭୁବନେଶ୍ୱର: ଅଗଷ୍ଟ୯ ତାରିଖରେ ପଡ଼ୁଛି ଏଥର ରାଖିପୂର୍ଣ୍ଣିମା। ଏହି ଦିନସୁଭଦ୍ରାକିସ୍ତି ପ୍ରଦାନ କରାଯିବ। ୨ ଲକ୍ଷମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି।ପ୍ରଥମକିସ୍ତିନେଲାପରେଆୟକରରିଟର୍ନ ଦେଇଛନ୍ତି, କିଏଗାଡ଼ିକିଣିଛନ୍ତି,ଏବଂ୫ କାହାରଏକରଜମିଥିବାକାରଣରୁସେମାନଙ୍କୁବାଦଦିଆଯାଇଛି | ଅଗଷ୍ଟ୯...
ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ମାରିଜୁଆନା (ଇଡ୍ରୋଫନିକ ଉଇଡ) ଜବତ କରାଯାଇଛି। ବ୍ୟାଙ୍କକ୍ରୁ ବିମାନବନ୍ଦର ଦେଇ ଚାଲାଣ ହେଉଥିବାବେଳେ କଷ୍ଟମ (ସୀମାଶୁଳ୍କ) ବିଭାଗ ଓ ରାଜସ୍ବ...
ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।...
ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ବୁଧବାର ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ...