May 19, 2025

ଭୁବନେଶ୍ଵରରୁ ୨ଟି ବିମାନ ଉଡାଣ ବାତିଲ

1 min read

CREATOR: gd-jpeg v1.0 (using IJG JPEG v80), quality = 82

ଭୁବନେଶ୍ଵର: ବିମାନ ବନ୍ଦରରୁ ୨ ଟି ବିମାନର ଉଡାଣ ବାତିଲ୍। ଭୁବନେଶ୍ଵରରୁ ହିନ୍ଦନ ଗାଜିଆବାଦକୁ ବିମାନ ଉଡାଣ ବାତିଲ୍‌ ହୋଇଛି। ପଶ୍ଚିମ ପ୍ରାନ୍ତକୁ ଉଡାଣ କଟକଣା ଥିବା ବାତିଲ ହୋଇଥିବା କହିଛନ୍ତି ନିର୍ଦେଶକ। ଭୁବନେଶ୍ଵର ପାଟ୍‌ନା ଦେଇ ଚଣ୍ଡିଗଡ ଯାଉଥିବା ବିମାନ ମଧ୍ୟ ବାତିଲ ହୋଇଛି।