May 2, 2026

ସୁନା ଦର ୧୦ ଗ୍ରାମ୍ ପିଛା ୩୩୦ ଟଙ୍କା ବୃଦ୍ଧି

1 min read

ନୂଆଦିଲ୍ଲୀ: ଯଦି ଆଜି ଆପଣମାନେ ସୁନା ଏବଂ ରୂପା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଜାଣିରଖନ୍ତୁ ଆଜି କେତେ ରହିଛି ଦର। ଆଜି ରାଜଧାନୀ ଭୁବନେଶ୍ଵରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୩୩୦ ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ୫୦ ହଜାର ୯୩୦ ଟଙ୍କା ହୋଇଛି। ଗତକାଲି ସୁନା ଦର ୧ ଲକ୍ଷ ୫୦ ହଜାର ୬୦୦ ଟଙ୍କା ଥିଲା। ୨୨ କ୍ୟାରେଟ୍ ସୁନା ଦର ୩୦୦ ଟଙ୍କା ବଢି ୧ ଲକ୍ଷ ୩୮ ହଜାର ୩୫୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୩୮ ହଜାର ୫୦ ଟଙ୍କା ରହିଥିଲା। ସେହିପରି ଚେନ୍ନାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧ଲକ୍ଷ ୫୧ ହଜାର ୯୩ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୦ ହଜାର ୯୬ ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧ ଲକ୍ଷ ୫୧ ହଜାର ୫୪ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧ ଲକ୍ଷ ୫୦ ହଜାର ୯୬ ଟଙ୍କା ରହିଛି। ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୧, ୫୪ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୫୧, ୨୩ ଟଙ୍କା ରହିଛି।