March 16, 2026

ଏସସିବିରେ ଭୟାବହ ଅଗ୍ନିକାଣ୍ଡ ଘଟଣା, ସାମ୍ନାକୁ ଆସିଲା ୧୦ ମୃତକଙ୍କ ତାଲିକା

1 min read

କଟକ: ଏସସିବିରେ ଭୟାବହ ଅଗ୍ନିକାଣ୍ଡ ଘଟଣା। ସାମ୍ନାକୁ ଆସିଲା ୧୦ ମୃତକଙ୍କ ତାଲିକା। ମୃତକ ହେଲେ ରମେଶ ଚନ୍ଦ୍ର ପରିଡ଼ା, ଦାର୍ଶୁ ମୁଣ୍ଡା,ଏମଡି ନ୍ୟୁମ୍‌, ଗୌରାଙ୍ଗ ଚନ୍ଦ୍ର ବାରିକ, ଶେଖ୍ ଅବଦୁଲ୍ ସତାର, ମଧୁସୂଦନ ଦଳାଇ,କୃଷ୍ଣଚନ୍ଦ୍ର ବିଶ୍ଵାଳ,ରବୀନ୍ଦ୍ର ଦାଶ, ଚେରୁ ପରିଡ଼ା ଓ ମେନକା ରାଉତ।