ସଡ଼କ ଦୁର୍ଘଟଣାରେ ଦୁଇ ମୃତ
1 min read
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଗାଁ ନିକଟ ରାୟଗଡ଼ା-ମୁନିଗୁଡା ରାଜ୍ୟ ରାଜପଥରେ ଏକ ମଟର ସାଇକଲ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।