ଶଙ୍ଖନଦୀରେ ଖସି ପଡ଼ିଲା ଟ୍ରେଲର
1 min read
ରାଉରକେଲା: ଶଙ୍ଖନଦୀରେ ଖସି ପଡ଼ିଲା ଟ୍ରେଲର l ଖଲାସୀ ମୃତ। ଗୁରୁତର ଡ୍ରାଇଭର ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତି l ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା l ବ୍ର୍ରାହ୍ମଣୀ ତରଙ୍ଗ ପୁଲିସ ପହଂଚି ଘଟଣାର ତଦନ୍ତ ଚଳାଇଛି l


