ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି
1 min read
ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ସନ୍ଧ୍ୟା ସମୟରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ ଏହି ନୀତି ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ। ଫଳରେ ସାଧାରଣ ଦର୍ଶନ ୫ଘଣ୍ଟା ବନ୍ଦ ରହିବ।


