April 4, 2026

ଖଡ଼ି ଛୁ୍ଆଇଁଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁନିକୁନି ପିଲାଙ୍କୁ ଖଡ଼ି ଛୁ୍ଆଇଁଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।