ପେଟ୍ରୋଲ ଉପରେ ଟିକସ
1 min read
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ଥରେ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ରପ୍ତାନି ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ (SAED)ର ହାର ସଂଶୋଧନ କରିଛନ୍ତି। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମେ ୧୫ରେ ଜାରି କରାଯାଇଛି। ଏହି ନୂତନ ଦର ଆଜି ଠାରୁ କାର୍ଯ୍ୟକାରୀ ହେବ। ପ୍ରଥମ ଥର ପାଇଁ ପେଟ୍ରୋଲ ଉପରେ ଟିକସ ଲଗାଯିବ।


