March 11, 2026

ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଛି

1 min read

ଭୁବନେଶ୍ୱର: ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ଠିକଣା ବଦଳିଛି। ଜେଲ ରୋଡ୍‌ ଛକ ପରିବର୍ତ୍ତେ ଏଣିକି ମେଳଣ ପଡ଼ିଆରେ ପୂଜା ଅନୁଷ୍ଠିତ ହେବ। ଏନେଇ ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ମହାଆଡ଼ମ୍ବର ସହକାରେ ମା’ଙ୍କ ପୂଜା ହେବ।