March 14, 2026

ମା’ତାରାତାରିଣୀଙ୍କ ପୀଠରେ ପବିତ୍ର ବସୁମତି ସ୍ନାନ ଅବସରରେ ସ୍ବତନ୍ତ୍ର ପୂଜାପାଠ ଅନୁଷ୍ଠିତ

1 min read

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲାର ପ୍ରଶିଦ୍ଧ ଇଷ୍ଚଦେବୀ ମା’ତାରାତାରିଣୀଙ୍କ ପୀଠରେ ପବିତ୍ର ବସୁମତି ସ୍ନାନ ଅବସରରେ ସ୍ବତନ୍ତ୍ର ପୂଜାପାଠ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ସେବାୟତମାନେ ମା’ ତାରାତାରିଣୀଙ୍କୁ ବସୁମତି ସ୍ନାନ କରାଇଥିଲେ। ଏହାପରେ ରିତିନିତି ପ୍ରକାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ କରାଯାଇ ମହାଲକ୍ଷ୍ମୀ ବେଷରେ ସଜିତ କରାଯାଇଥିଲା। ଏହି ମହାଲକ୍ଷ୍ମୀ ବେଷରେ ତାରାତାରିଣୀ ଦୁଇଭଉଣୀ ଭକ୍ତଙ୍କୁ ଦର୍ଶନଦେବାରେ ଲାଗିଛନ୍ତି।