May 8, 2025

ଓଡ଼ିଶା-ତେଲେଙ୍ଗାନାନ ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ

1 min read

ମାଲକାନଗିରି: ଗୁରୁବାର ଭୋର୍ ସମୟରେ ମାଲକାନଗିରି ଜିଲ୍ଲା ନିକଟବର୍ତ୍ତୀ ଓଡ଼ିଶା-ତେଲେଙ୍ଗାନାନ ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସର୍ଚ୍ଚ ଅପରେସନ ସମୟରେ ୩ ଜଣ ଗ୍ରେହାଉଣ୍ଡ ଯବାନ ସହିଦ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ମୁଲୁଗୁ ଜିଲ୍ଲାର ପେରୁରୁ ଏବଂ ୱାଜେଡୁ ପୁଲିସ ଷ୍ଟେସନ ଅଞ୍ଚଳରେ ଓଡ଼ିଶା-ତେଲେଙ୍ଗାନା ସୀମାରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି।