ପିକଅପ୍ ଧକ୍କା, ୨ ଗୁରୁତର
1 min read
ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼ ଟାଉନଥାନା ଭୋଜପୁର ବିଜୁ ଏକ୍ସପ୍ରେସ ୱେରେ ଏକ କଣ୍ଟେନରକୁ ପଛରୁ ଧକ୍କା ଦେଇ କୁକୁଡ଼ା ବୋଝେଇ ପିକଅପ୍ ଭ୍ଯାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଚୂରମାର ହୋଇ ଯାଇଥିବାବେଳେ ଚାଳକଙ୍କ ସମେତ ୨ ଜଣ ଗୁରୁତର ହୋଇଥିଲେ।


