April 22, 2026

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଝାରସୁଗୁଡ଼ା ସିଡିଏମ୍ଓ କାର୍ଯ୍ୟାଳୟର ସେକ୍ସନ ଅଫିସର

1 min read

ଝାରସୁଗୁଡ଼ା: ଜିଏନ୍ଏମ୍ ଛାତ୍ରମାନଙ୍କୁ ପ୍ରାକ୍ଟିକାଲ୍ ତାଲିମ ଲାଗି ଅନୁମତି ଦେବା ପାଇଁ ଆବେଦନ ପ୍ରକ୍ରିୟାକରଣ ପାଇଁ ଜିଲ୍ଲାର ଜିଏନ୍ଏମ୍ ତାଲିମ ବିଦ୍ଯ଼ାଳୟର ଶିକ୍ଷକଙ୍କଠାରୁ ୨ ହଜାର ୫୦୦ ଟଙ୍କା ଲାଞ୍ଚ ମାଗିବା ଏବଂ ନେଉଥିବାବେଳେ ଝାରସୁଗୁଡ଼ା ସିଡିଏମ୍ଓ କାର୍ଯ୍ୟାଳୟର ସେକ୍ସନ ଅଫିସର ଅନିତ କୁମାର ଗୁରୁ ଭିଜିଲାନ୍ସ ଦ୍ବାରା ଗିରଫହୋଇଛନ୍ତି।