ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟକାର୍ଡ।
1 min read
ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟକାର୍ଡ। ଆସନ୍ତା ଉତ୍କଳ ଦିବସରେ ମିଳିବ ନୂଆ ୟୁନିଫର୍ମ ଓ ନୂଆ ପରିଚୟ ପତ୍ର। ଆଜି ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।