December 11, 2025

ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ ଭୟଙ୍କର ଅଗ୍ନିକାଣ୍ତ

1 min read

ସୁରଟ: ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି ।ବଜାରରେ ଥିବା ଆଠମହଲା ବିଶିଷ୍ଟ କୋଠାରେ ଭୟଙ୍କର ନିଆଁ ଲାଗିଛି। ନିଆଁ କବଳରେ ଅନେକ ଲୁଗା ଦୋକାନ ମଧ୍ୟ ରହିଛି । ସୂଚନା ଯୋଗ୍ୟ ଯେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରୁଛନ୍ତି । ବଜାରରେ କୋଟି କୋଟି ଟଙ୍କାର କପଡା ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।