କମିଲା ସୁନା ଦର
1 min read
ଭୁବନେଶ୍ୱର : ସାମାନ୍ୟ ଆଶ୍ୱସ୍ତି କମିଲା ସୁନା ଦର । ସେପ୍ଟେମ୍ବର ୨୫ ଅର୍ଥାତ୍ ଗୁରୁବାର କମିଛି ସୁନା ଦର । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୧,୧୪,୪୪୦ ଟଙ୍କା ରହିଛି । ଗତକାଲି ୧,୧୫,୩୭୦ ଟଙ୍କା ଥିଲା । ଏଥିରେ ୯୩୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୪,୯୦୦ ଟଙ୍କା ରହିଛି । ଗତକାଲି ୧,୦୫,୭୫୦ ଟଙ୍କା ଥିଲା । ଏଥିରେ ୮୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୮୫,୮୩୦ ଟଙ୍କା ରହିଛି । ଗତକାଲି ୮୬,୫୩୦ ଟଙ୍କା ଥିଲା । ଏଥିରେ ୭୦୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୫,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୫,୦୦୦ ଟଙ୍କା ଥିଲା ।