February 14, 2025

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ନିଶ୍ଚିତ ବିଜୟ ଆଡକୁ ଅଗ୍ରସର ହେଉଛି

1 min read

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ନିଶ୍ଚିତ ବିଜୟ ଆଡକୁ ଅଗ୍ରସର ହେଉଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମେଣ୍ଟ। ରାଜ୍ୟ ବିଧାନସଭାର ୮୧ଟି ଆସନରୁ ଜେଏମଏମ ମେଣ୍ଟାକୁ ଏପର୍ଯ୍ୟନ୍ତ ୧୪ଟି ଆସନ ମିଳିଥିବା ବେଳେ ଏହା ୪୨ଟି ଆସନରେ ଆଗୁଆ ରହିଛି। ବିଜେପି ୨ଟିରେ ବିଜୟୀ ହୋଇଛି ଓ ୨୨ଟି ଆସନରେ ଆଗୁଆ ରହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଝାଡ଼ଖଣ୍ଡରେ ପୁଣି ଥରେ ହେମନ୍ତ ସୋରେନଙ୍କ ସରକାର ଗଠନ ହେବାକୁ ଯାଉଛି। ଏହା ସହ ବିଜେପି ନିପାତ କରାଯାଇଛି।