September 23, 2026

ମା’ ତାରାତାରିଣୀଙ୍କ ଦର୍ଶନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

1 min read

ଛତ୍ରପୁର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରକୁ ଆସି ମାଙ୍କ ଦର୍ଶନ କରିଥିଲେ। ପରେ ମା’ଙ୍କ ଠାରେ ପୂଜାର୍ଚନା କରିଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ହେବା ପରେ ତାଙ୍କର ଏହା ପ୍ରଥମ ଗଞ୍ଜାମ ଜିଲା ଗସ୍ତ ଓ ମା’ଙ୍କ ଦର୍ଶନ ଏହି ଗସ୍ତ ବେଳେ ଗଞ୍ଜାମ ଜ଼ିଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ