June 23, 2026

କ୍ୟାପିଟାଲ ହସ୍ପିଟାଲରୁ ମିଳିଛି ଝୁଲନ୍ତା ମୃତଦେହ

1 min read

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରୁ ମିଳିଛି ଝୁଲନ୍ତା ମୃତଦେହ। ଏକ୍ସରେ ରୁମରୁ ମୃତଦେହ ଉଦ୍ଧାର କରାଯାଇଛି। ହସ୍ପିଟାଲରେ ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ Capital Hospital ଏକ୍ସରେ ବିଭାଗରେ ଆଟେଣ୍ଡାଣ୍ଟଙ୍କ ଭାବେ କାମ କରନ୍ତି। ଶିବରାତ୍ରୀ ରାତିରେ ହସ୍ପିଟାଲରେ ଡ୍ୟୁଟି ପଡ଼ିଥିଲା। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।