March 22, 2026

ଗଜପତି ଜିଲ୍ଲା ବିଜେପିର ନିର୍ବାଚନ ମଣ୍ଡଳୀସ୍ତରୀୟ ମିଶ୍ରଣ ପର୍ବ

1 min read

ଗଜପତି: ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ବିଜେପିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ଜିଲ୍ଲା ବିଜେଡ଼ ସଭାପତି ଏସ୍ ଲିଙ୍ଗରାଜଙ୍କ ସମେତ ପୁର୍ବତନ ବ୍ଳକ ଉପାଧ୍ୟକ୍ଷ, ବହୁ ସରପଞ୍ଚ ସମିତିସଭ୍ୟ ପୁର୍ବତନ ସମିତି ସଭ୍ୟ, ସରପଞ୍ଚ ଏବଂ ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।