April 13, 2026

ଆଜି ଏମ୍‌ସ ଭୁବନେଶ୍ବରରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ‌ସୁବିଧାର ଶୁଭାରମ୍ଭ

1 min read

ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏମ୍‌ସ ଭୁବନେଶ୍ବରରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ‌ସୁବିଧାର ଶୁଭାରମ୍ଭ କରିବେ। ଶ୍ରୀ ନଡ୍ଡା ଅପରାହ୍ଣ ୩ଟାରେ ଏମ୍‌ସ ଭୁବନେଶ୍ବରର ମୁଖ୍ୟ ସଭାଗୃ‌ହରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ଏବଂ ରୋବର୍ଟିକ ସର୍ଜରି ସିଷ୍ଟମ ଶୁଭାରମ୍ଭ କରିବେ।