October 15, 2025

ହିଟ୍‍ ଆଣ୍ଡ ରନ୍‍ ମାମଲାରେ ଦେଢ ମାସ ପରେ ଧରାପଡିଲା ଦୁର୍ଘଟଣା ଘଟାଇଥିବା ଥାର୍‍

1 min read

ଭୁବନେଶ୍ଵର : ରାଜଧାନୀରେ ହିଟ୍‍ ଆଣ୍ଡ ରନ୍‍ ମାମଲାରେ ଦେଢ ମାସ ପରେ ଧରାପଡିଲା ଦୁର୍ଘଟଣା ଘଟାଇଥିବା ଥାର୍‍ ଡ୍ରାଇଭର । ଅଭିଯୁକ୍ତ ଥାର୍‍ ଡ୍ରାଇଭର ସୋମନାଥ ବେହେରା ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ପୁରୀରୁ ସୋମନାଥଙ୍କୁ ଗିରଫ କରାଯାଇଛି । ପାତ୍ରପଡାରେ ମା’ଝିଅକୁ ଧକ୍କା ଦେଇ ଫେରାର୍‍ ହୋଇଥିଲା ଥାର୍‍ ଡ୍ରାଇଭର । ଗାଡି ଧକ୍କାରେ ମା’ ଝିଅଙ୍କର ମୃତ୍ୟୁ ହୋଇଥିଲା ।