April 11, 2026

ଗଠନ ହେବ ପାନୀୟ ଜଳ ନିଗମ

1 min read

ଭୁବନେଶ୍ବର: ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ତଥା ଜଳଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ।