May 12, 2025

ବଜେଟ୍ ୨୦୨୫-୨୬: ଜଣନ୍ତୁ କ’ଣ ଶସ୍ତା

1 min read

ବଜେଟ୍ ୨୦୨୫-୨୬ ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମସ୍ତଙ୍କର ନଜର ଥିଲା ଏଥର କ’ଣ ଶସ୍ତା

ଆସନ୍ତୁ ଜାଣିବା ଏଥର ବଜେଟରେ କ’ଣ ଶସ୍ତା ହେଲା ଏବଂ କ’ଣ ମହଙ୍ଗା ହେଲା।

କ’ଣ ଶସ୍ତା ହେବ?

ଲିଥିୟମ ବ୍ୟାଟେରୀ

ମୋବାଇଲ ଫୋନ ବ୍ୟାଟେରୀ

ଇଲେକ୍ଟ୍ରିକ ଗାଡ଼ି

ଏଲଇଡି ଟିଭି

ଚମଡ଼ାଜାତ ଦ୍ରବ୍ୟ (କପଡ଼ା, ଜୋତା, ପର୍ସ, ଲେଦର ଜ୍ୟାକେଟ୍‌)

ମେଡିକାଲ ଉପକରଣ

ବୈଦ୍ୟୁତିକ ଉପକରଣ