June 24, 2026

ଇଡିରେ ଅର୍ଚ୍ଚନା ନାଗଙ୍କ ସ୍ବାମୀ

1 min read

ଭୁବନେଶ୍ଵର: ଇଡିରେ ଅର୍ଚ୍ଚନା ନାଗଙ୍କ ସ୍ବାମୀ। ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଇଡିରେ ହାଜର ହୋଇଛନ୍ତି। ଆଜି ହାଜର ହେବା ପାଇଁ ଇଡି ସମନ କରିଥିଲା। ବିଭିନ୍ନ ପ୍ରକାର କାଗଜପତ୍ର ଦାଖଲ ପାଇଁ ସମନ ହୋଇଛି। ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରକୁ ସିଲ୍‌ କରିଥିଲା ।