February 20, 2026

କାଠଯୋଡ଼ି ଓ ମହାନଦୀ ଉପରେ ବଡ଼ ସେତୁ ଘୋଷଣା

1 min read

-କାଠଯୋଡ଼ି ନଦୀ ଉପରେ ସୁବାସ ବୋଷ ସେତୁ ବାଦ୍ ୨ୟ ସେତୁ
-ନରସିଂହପୁର ଓ ବାଲିପୁଟ ମଧ୍ୟରେ ମହାନଦୀରେ HL ସେତୁ
-ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଉନ୍ନତି କରାଯିବ
-କେନ୍ଦୁଝର ବାଇପାସ୍ ରୋଡ୍ ନିର୍ମାଣ କରାଯିବ
-ଏମସିଏଲ୍ ଛକରୁ ବୈଜାମୁଣ୍ଡା ପର୍ଯ୍ୟନ୍ତ ବୁର୍ଲା ରିଂ ରୋଡ୍ ହେବ
-ଫୁଲନଖରା-ନିଆଳି-ମାଧବ ରାସ୍ତାର ଉନ୍ନତିକରଣ ହେବ

ଭୁବନେଶ୍ବର ଗୋଠପାଟଣାରେ ହେବ ବିଶ୍ବସ୍ତରୀୟ କ୍ରୀଡ଼ା କମ୍ପଲେକ୍ସ
-ବ୍ଲକସ୍ତରୀୟ ଷ୍ଟାଡିୟମକୁ ସଂପୂର୍ଣ୍ଣ ଓ କାର୍ଯ୍ୟକ୍ଷମ ପାଇଁ ୪୧୨୪ କୋଟି