May 19, 2026

ପୁଣି ଅଶାନ୍ତ ବାଣୀବିହାର

1 min read

ଭୁବନେଶ୍ବର: ପୁଣି ଅଶାନ୍ତ ବାଣୀବିହାର। ଅଣଛାତ୍ରଙ୍କ ଆକ୍ରମଣରେ ଛାତ୍ର ଆହତ। ବାଣୀବିହାର କ୍ୟାମ୍ପସ ଭିତରେ ପଶି ନିର୍ଦ୍ଧୁମ ମାଡ଼। ଲହୁ ଲୁହାଣ ହେଲେ ଛାତ୍ର। ନ୍ୟାୟ ପାଇଁ ଆନ୍ଦୋଳନରେ ବସିଲେ ବାଣୀବିହାର ଛାତ୍ର।